View


ମୋ କମ୍ପ୍ୟୁଟର ବହି




ଆଜିକାଲି ସମସ୍ତଙ୍କ ଜିବନରେ କମ୍ପ୍ୟୁଟର ଏକ ବିଶେଷ ସ୍ଥାନ ଗ୍ରହଣ କରିସାରିଲାଣି। ଞାନ ଆରୋହଣ ଓ ବିଭିନ୍ନ ସଫ୍ଟଓ୍ୟାର ବିଷୟରେ ଧାରଣା ତଥା ଆହୁରି ବହୁତ କିଛି ଶିଖିବା ପାଇଁ ଆମେ କମ୍ପ୍ୟୁଟର ସହ ଇଣ୍ଟର୍ନେଟ୍ ର ବ୍ୟବହାର କରୁ। ତେଣୁ କମ୍ପ୍ୟୁଟର ବିଷୟରେ ଞାନ ଆରୋହଣ ସମସ୍ତେ କରିବା ଉଚିତ୍। ଏହାକୁ ଆଞ୍ଚଳିକ ଭାଷାରେ ପ୍ରକାଶ କରାଗଲେ ଏହା ସମସ୍ତଙ୍କ ପାଇଁ ବୋଧଗମ୍ୟ ହେବ। ତେଣୁ ତାହା କରିବା ପାଇଁ ମୋର ଏହା ଏକ କ୍ଷୁଦ୍ର ପ୍ରୟାସ। ଏହି ପୁସ୍ତକଟି ସମସ୍ତଙ୍କ ପାଇଁ ବିଷେଶ କରି ସ୍କୁଲ୍ ପିଲା ମାନଙ୍କ ପାଇଁ ପ୍ରପୁଯ୍ୟ ହୋଇପାରିବ ବୋଲି ମୋର ଆଶା। ଏହି ପୁସ୍ତକଟିରେ ବିଷୟବସ୍ତୁ ସହ ତୁମ ପାଇଁ କାମ ଓ ପ୍ରଶ୍ନାବଳି ମଧ୍ୟ ସନ୍ନିବେଷିତ କରାଯାଇଛି। 

ପୁସ୍ତକ ପ୍ରସ୍ତୁତି ପାଇଁ ବିଭିନ୍ନ ପରୀକ୍ଷା ନିରୀକ୍ଷା ଓ ମତାମତ ଆବଶ୍ୟକ ହୋଇଥାଏ। ତେଣୁ ଏହି ପୁସ୍ତକ  ପ୍ରସ୍ତୁତି ପାଇଁ ସେହି ପଦ୍ଧତି ଅବଲମ୍ବନ କରାଯାଇଛି। ଶିକ୍ଷାର୍ଥୀ ମାନଙ୍କର ଶିକ୍ଷଣରେ ଏହି ପୁସ୍ତକଟି କେତେ ଦୁର ସହାୟକ ହୋଇଛି ତାହା ଯାଣିବା ପରେ ପରବର୍ତ୍ତୀ ସଂସ୍କରଣରେ ସଂସ୍କାର ଆଣିବାର ଅଭିପ୍ରାୟ ରଖାଯାଇଛି। ଏହି ପୁସ୍ତକରେ ଯଦି କୌଣସି ମୁଦ୍ରଣ ଜନିତ ବା ତଥ୍ୟଗତ ସଂଶୋଧନ ଆବଶ୍ୟକତା ଥାଏ ତେବେ ପ୍ରସ୍ତାବ ଦେଲେ ସେଗୁଡ଼ିକ ବିଚାରକୁ ନିଆଯିବ।

 ଶ୍ରୀ ପ୍ରଭୁରାମ ନାୟକ